News ଓଡିଶା ଏଫ୍.ସି vs...

ଓଡିଶା ଏଫ୍.ସି vs ହାଇଦ୍ରାବାଦ ଏଫ୍.ସି ମ୍ୟାଚ୍ ଦେଖିବା ଏବଂ ଅନୁସରଣ କରିବା ପ୍ରକ୍ରିୟା: ଓଡିଶା ଏଫ୍.ସି ର ଯୋଗାଯୋଗ ଦଳ

OFC Communications Team
November 02 2022

ଜଗର୍ନଟ୍ସ ନିଜ ବିଜୟ ଧାରାକୁ ଅବ୍ୟାହତ ରଖିବା ପାଇଁ ଚେଷ୍ଟା କରିବେ, ଯେବେ ଓଡ଼ିଶା ଏଫ୍.ସି ହାଇଦ୍ରାବାଦ ସହ ଏହି ଶନିବାର ଆମ୍ନା ସାମ୍ନା ହେବେ, ନିଜାମ୍ ମାନଙ୍କ ସହର ହାଇଦ୍ରାବାଦ ଠାରେ |

ବେଙ୍ଗାଳୁରୁ ବିପକ୍ଷରେ ଆମର ୧-୦ ବିଜୟ ପରେ, HFC ବିପକ୍ଷରେ ସଂଘର୍ଷ ଜାରି ରହିବ | ଯେହେତୁ ଜୋସେପ ଗୋମାବୁଙ୍କ ଦଳ ୪ ଟି ମ୍ୟାଚରେ କେବଳ ଗୋଟିଏ ପରାଜୟର ସମ୍ମୁଖୀନ ହୋଇଛି, ତେଣୁ ବିଜୟର ଦୃଢ଼ ଆଶା ନେଇ ଆମେ ହାଇଦ୍ରାବାଦ ଯାଉଛୁ |
 
ନନ୍ଦକୁମାର ସେକରଙ୍କର ଆକର୍ଷଣୀୟ ଗୋଲ ସାହାଯ୍ୟରେ ଆମେ ଆମର ଶେଷ ମ୍ୟାଚ ଟି ବେଙ୍ଗାଲୁରୁ ଏଫ୍ସି ବିପକ୍ଷରେ ଜିତିଥିଲୁ, ଏଥିପାଇଁ ନନ୍ଦ'ଙ୍କୁ ଆମର ଧନ୍ୟବାଦ | ହାଇଦ୍ରାବାଦ ବିପକ୍ଷରେ ମ୍ୟାଚ ଟି ଯେତେ ନିକଟତର ହେଉଛି, OFC ମନୋବଳ ସେତେ ଦୃଢ଼ ହୋଇଚାଲିଛି |
 
ହାଇଦ୍ରାବାଦ ଏଫ୍.ସି ର ମନୋଲୋ ମାର୍କେଜ୍'ଙ୍କ ସହ ସାମ୍ନା ସାମ୍ନି ପୂର୍ବରୁ କେତୋଟି ଜାଣିବା କଥା: ଅଭ୍ୟାସ ବେଳର କିଛି ଦୃଶ୍ୟ

ଖେଳ କିପରି ଦେଖିବେ 
ଏହି ଖେଳଟି ଷ୍ଟାର ସ୍ପୋର୍ଟସରେ ସିଧା ପ୍ରସାରଣ ହେବ ଓ ଡିଜନି + ହଟଷ୍ଟାର ଏବଂ ଜିଓ ଟିଭିରେ ମଧ୍ୟ ସିଧା ପ୍ରସାରଣ ହେବ || ସମୟ: ସନ୍ଧ୍ୟା ୫:୩୦

ଗାଇଡ୍ ଫର୍ମ:
ଖେଳାଯାଇଥିବା ୪ ଟି ମ୍ୟାଚରୁ ଗୋଟିଏ ପରାଜୟର ସମ୍ମୁଖୀନ ହୋଇ ଓଡ଼ିଶା ଏଫ୍.ସି ଫୁଲ୍ ଫର୍ମରେ ଅଛନ୍ତି ଏବଂ ହାଇଦ୍ରାବାଦ ଏଫ୍.ସି ସହ ଶନିବାର ମ୍ୟାଚ୍ ରେ ଏହାକୁ ବଜାୟ ରଖିବାକୁ ଚେଷ୍ଟା କରିବ | ଆମର ବର୍ତ୍ତମାନର ଟପ୍ ସ୍କୋରର ଡିଏଗୋ ମରିସିଓ ଜାମସେଦପୁର ଏଫ୍.ସି ବିପକ୍ଷରେ ଦୁଇଥର ସ୍କୋର କରି ତିନୋଟି ପଏଣ୍ଟ ନେଇଥିବାବେଳେ; ପେଡ୍ରୋ କେରଳ ବ୍ଲାଷ୍ଟର୍ସ ବିପକ୍ଷରେ ବିଜେତା ହୋଇଥିଲେ ଏବଂ ବେଙ୍ଗାଲୁରୁ ଏଫ୍.ସି ଉପରେ ନାନ୍ଦାଙ୍କ ଖେଳି ଯଥେଷ୍ଟ ଭଲ ଥିଲା |

ହାଇଦ୍ରାବାଦ ଏଫ୍.ସି
ଏଫ୍.ସି ଗୋଆ ବିପକ୍ଷରେ ଜାଭି ସିଭେରିଓ ମ୍ୟାଚ ର ଫାଷ୍ଟ ହାଫ ରେ ଗୋଲ କରି ଗୋଆକୁ ସିଜିନର ପ୍ରଥମ ପରାଜୟ ଦେଇଥିଲେ | ଚାରିଟି ଖେଳରୁ ୧୦ ପଏଣ୍ଟ ସହ ହାଇଦ୍ରାବାଦ ଏହି ସିଜିନ ଅପରାଜିତ ଅଛି ଏବଂ ଆସନ୍ତା ସପ୍ତାହରେ ଜଗର୍ନାଟ୍ସ ବିପକ୍ଷରେ ଲଗାତାର ତୃତୀୟ ଘରୋଇ ଖେଳ ଖେଳିବ |